4.7만
1805.5만
2,050
2021.05
My name is Rama chandara Raut .I recently started this channel . ମୋର ପ୍ରିୟଵନ୍ଧୁ, ମୁଁ ଏହି ଚ୍ୟାନେଲ(Channel )ରେ ଆମ ଓଡିଶାର ପରମ୍ପରାକୁ ବଜାୟି ରଖିବାର ପ୍ରୟାସ । ମୋର ପ୍ରିୟ ଓଡିଶାବାସି ଏହି ଚ୍ୟାନେଲ (Channel)ରେ ରାମାୟଣ,ମହାଭାରତ,ଘୁଡିକି,ପାଲା,ପରାୟଣ, ପର୍ବପର୍ବାଣି,ଓଷା,ଗାଁ ଆଖଡା, ଏବଂ କୁନିକୁନି କଳାକାର ମାନଙ୍କର ଭିଡିଓ(Video) ଦେଖିବାକୁ ପାଇବେ । ଓଡିଶାର ପରମ୍ପରାକୁ ଚିରଦିନ ପାଇଁ ବଞ୍ଚାଇ ରଖନ୍ତୁ । ଆପଣମାନେ ଯାତ୍ରା ତରଙ୍ଗ ଏଣ୍ଟରଟେନମେଣ୍ଟ୍ (Jatra Taranga Entertainment) ଚ୍ୟାନେଲ (Channel)କୁ SUBSCRIBE, LlKE,COMMENT କରିବା ପାଇିଁ ଭୁଲନ୍ତୁ ନା